Thursday, August 20, 2026
ADVERTISEMENT
Home ଆଞ୍ଚଳିକ ବ୍ରହ୍ମପୁରରେ ଜଣେ ମହିଳାଙ୍କ ଠାରୁ ଅଶ୍ଳୀଳ ଫଟୋ ଧମକ ଦେଇ ଲୁଟିନେଲେ ୨ଲକ୍ଷ ଟଙ୍କାl

ବ୍ରହ୍ମପୁରରେ ଜଣେ ମହିଳାଙ୍କ ଠାରୁ ଅଶ୍ଳୀଳ ଫଟୋ ଧମକ ଦେଇ ଲୁଟିନେଲେ ୨ଲକ୍ଷ ଟଙ୍କାl

33
ADVERTISEMENT

ବ୍ରହ୍ମପୁର,୨୧/୦୧(ଡ଼ି.ଏଚ ବ୍ୟୁରୋ):- ବ୍ରହ୍ମପୁରରେ ଜଣେ ମହିଳାଙ୍କ ଠାରୁ ଅଶ୍ଳୀଳ ଫଟୋ ଧମକ ଦେଇ ଲୁଟିନେଲେ ୨ଲକ୍ଷ ଟଙ୍କା l ସମ୍ପୃକ୍ତ ମହିଳାଙ୍କ ଅଶ୍ଳୀଳ ଫଟୋ ପର୍ଣ୍ଣ ୱେବସାଇଟରେ ଥିବା କହି ପ୍ରଥମେ ୭୦ହଜାର ଟଙ୍କା ପରେ ମହିଳାଙ୍କ ଠାରୁ ୧ଲକ୍ଷ ୩୦ହଜାର ଲୁଟି ନେଇଥିଲା ସାଇବର ଲୁଟେରା । ଏନେଇ ସାଇବର ଥାନାରେ ଅଭିଯୋଗ ପରେ ପୋଲିସ ବାଲେଶ୍ୱର ରାଉତରା ଗାଁରୁ ଅଭିଯୁକ୍ତ ଚନ୍ଦନ କୁମାର ଜେନାଙ୍କୁ ଗିରଫ କରାଛି ।

Advertisement