Saturday, August 15, 2026
ADVERTISEMENT
Home ଆଞ୍ଚଳିକ ଭୁବନେଶ୍ୱର ସତ୍ୟନଗରରୁ ଯୁବତୀଙ୍କୁ ଅପହରଣ କରି ୫ଲକ୍ଷ ଟଙ୍କାରେ ମୁଣ୍ଡ ଜାମିନ ।

ଭୁବନେଶ୍ୱର ସତ୍ୟନଗରରୁ ଯୁବତୀଙ୍କୁ ଅପହରଣ କରି ୫ଲକ୍ଷ ଟଙ୍କାରେ ମୁଣ୍ଡ ଜାମିନ ।

44
ADVERTISEMENT

ଭୁବନେଶ୍ୱର,୨୧/୦୧(ଡ଼ି.ଏଚ ବ୍ୟୁରୋ):-ରାଜଧାନୀ ଭୁବନେଶ୍ୱର ସତ୍ୟନଗରରୁ ଯୁବତୀଙ୍କୁ ଅପହରଣ କରି ୫ଲକ୍ଷ ଟଙ୍କାରେ ମୁଣ୍ଡ ଜାମିନ । ଘଟଣାରେ ଖାରବେଳ ନଗର ଥାନା ପୁଲିସ ଅଭିଯୁକ୍ତ ଯୁବକକୁ ଗିରଫ କରି ବନ୍ଦୀ ଯୁବତୀଙ୍କୁ ମଧ୍ୟ ଉଦ୍ଧାର କରିଥିବାବେଳେ ଅଭିଯୁକ୍ତ ଯୁବକ ଯୁବତୀଙ୍କୁ ସତ୍ୟନଗରରୁ ଅପହରଣ କରି ବିଡିଏ ଅଞ୍ଚଳରେ ବନ୍ଦୀ ରଖିଥିଲା ।

Advertisement