ଅନୁଗୋଳ,୨୦/୦୧(ଡ଼ି.ଏଚ ବ୍ୟୁରୋ):-ଅନୁଗୋଳ ଥାନା ଓ ଜିଲା ମୋବାଇଲ ସ୍ୱାର୍ଡ ର ସ୍ଥାନୀୟ ହାତୀଶାଳ ପଡା ଏକ ଭଡାଘରୁ ଚଢ଼ାଉ କରି ୨୮ଗ୍ରାମ ଓଜନର ବ୍ରାଉନ ସୁଗାର ଜବତ ସହ ୨ ଅଭିଯୁକ୍ତଙ୍କୁ ଅଟକ ରଖିଛି । ଏବଂ ସେମାନଙ୍କ ନିକଟରୁ ନଗଦ ୨୬ଲକ୍ଷ ୫ହଜାର ୩୧୫ଟଙ୍କା ଜବତ କର ଥିବାବେଳେ ଏହି ଘଟଣାରେ କିଏ କିଏ ସମ୍ପୃକ୍ତ ଅଛନ୍ତି ତାର ଅଧିକ ତଦନ୍ତ ପୁଲିସ ଆରମ୍ଭ କରିଛି ।



















