Saturday, August 15, 2026
ADVERTISEMENT
Home ଆଞ୍ଚଳିକ ରାଜ୍ୟରେ PUCC କୁ ନେଇ ଚାଲିଥିବା ଘୋଟାଲାର ପର୍ଦ୍ଦାଫାଶ କରିଛି ପରିବହନ ବିଭାଗ।

ରାଜ୍ୟରେ PUCC କୁ ନେଇ ଚାଲିଥିବା ଘୋଟାଲାର ପର୍ଦ୍ଦାଫାଶ କରିଛି ପରିବହନ ବିଭାଗ।

39
ADVERTISEMENT

ଭୁବନେଶ୍ୱର,୧୯/୦୧(ଡ଼ି.ଏଚ ବ୍ୟୁରୋ):-ରାଜ୍ୟରେ ପ୍ରଦୂଷଣ ପ୍ରମାଣପତ୍ର ବା PUCC କୁ ନେଇ ଚାଲିଥିବା ଘୋଟାଲାର ପର୍ଦ୍ଦାଫାଶ କରିଛି ପରିବହନ ବିଭାଗ। ଗାଡ଼ି ଯାଞ୍ଚ ନକରି କେବଳ ଫଟୋ ଦେଖି ନକଲି ସାର୍ଟିଫିକେଟ୍ ପ୍ରଦାନ କରୁଥିବା ଅଭିଯୋଗରେ ରାଜ୍ୟର ବିଭିନ୍ନ ସ୍ଥାନରେ ପରିବହନ ବିଭାଗ ଚଢ଼ାଉ କର ଏହି ମାମଲାରେ ଏପର୍ଯ୍ୟନ୍ତ ୪୨ରୁ ୫୨ଟି ଟେଷ୍ଟିଂ ସେଣ୍ଟରର ଲାଇସେନ୍ସ ରଦ୍ଦ କରିଛି lଏବଂ ୭୨ ଜଣଙ୍କ ବିରୋଧରେ କଡ଼ା ପଦକ୍ଷେପ ଗ୍ରହଣ କରିଛି।

Advertisement