ବୋଲେରୋ ଗାଡ଼ି ସହ ଟ୍ରକ୍ ର ମୁହାଁମୁହିଁ ଧକ୍କା,ବୋଲେରୋ ଗାଡ଼ି ଚାଳକଙ୍କର ମୃତ୍ୟୁ l

11
ADVERTISEMENT

ଅନୁଗୋଳ,୧୮।୦୧(ଡ଼ି.ଏଚ ବ୍ୟୁରୋ):-ଅନୁଗୋଳ ଜିଲ୍ଲା ଜରପଡା ଥାନା ଅନ୍ତର୍ଗତ ଜରପଡା ନିକଟରେ ବୋଲେରୋ ଗାଡ଼ି ସହ ଟ୍ରକ୍ ର ମୁହାଁମୁହିଁ ଧକ୍କା l ଏଥିରେ ବୋଲେରୋ ଗାଡ଼ି ଚାଳକଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି । ସମସ୍ତ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ କନକପୁର ଗ୍ରାମର ହୋଇଥିବାବେଳେ ସେମାନେ ଦୁଇଟି ବୋଲେରୋ ଗାଡ଼ିରେ ମାଁ ସମଲେଶ୍ଵରୀଙ୍କୁ ଦର୍ଶନ କରିବାକୁ ଯାଉଥିଲେ ।

Advertisement