ଘରେ ପଶି ମାଆ ଓ ଦୁଇ ଝିଅଙ୍କୁ ଖଣ୍ଡାରେ ହାଣିଲା ପଡୋଶୀ ଗାଁ ଯୁବକ ।

18
ADVERTISEMENT

ଦିଗପହଣ୍ଡି,୧୮।୦୧(ଡ଼ି.ଏଚ ବ୍ୟୁରୋ):- ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତର କାଣ୍ଡସ୍ୱର ଗାଁରେ ମରଣାନ୍ତକ ଆକ୍ରମଣ। ଘରେ ପଶି ମାଆ ଓ ଦୁଇ ଝିଅଙ୍କୁ ଖଣ୍ଡାରେ ହାଣିଲା ପଡୋଶୀ ଗାଁ ଯୁବକ ବାଳକୃଷ୍ଣ ପାତ୍ର । ଫଳରେ ୩ ଜଣ ଗୁରୁତର ଆହତ ହୋଇ ବ୍ରହ୍ମପୁର ମେଡିକାଲ୍ ଭର୍ତ୍ତି ଥିବାବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଭିଯୁକ୍ତ ଯୁବକଙ୍କୁ ଅଟକ ରଖି ଜେରା କରୁଛି ।

Advertisement