Saturday, August 15, 2026
ADVERTISEMENT
Home ଆଞ୍ଚଳିକ ଟ୍ରକ୍ କୁ ଧକ୍କା ଦେଲା କାର୍,କାର ଚାଳକଙ୍କ ମୃତ୍ୟୁ।

ଟ୍ରକ୍ କୁ ଧକ୍କା ଦେଲା କାର୍,କାର ଚାଳକଙ୍କ ମୃତ୍ୟୁ।

38
ADVERTISEMENT

ଭୁବନେଶ୍ୱର,୧୮।୦୧(ଡ଼ି.ଏଚ ବ୍ୟୁରୋ):-ଭୁବନେଶ୍ବର ବାଣୀ ବିହାର ଓଭରବ୍ରିଜରେ ଟ୍ରକ୍ କୁ ଧକ୍କା ଦେଲା କାର୍। ଦୁର୍ଘଟଣାରେ କାର ଭିତରେ ଚିପି ହୋଇ କାର ଚାଳକଙ୍କ ମୃତ୍ୟୁ ଘଟିଥିବାବେଳେ ମୃତ କାର ଚାଳକ ହେଲେ ବଡଗଡ ବ୍ରିଟ କଲୋନୀ ଅଞ୍ଚଳର ରାକେଶ ରୋସନ ଲାଲା। ଏବଂ ଘଟଣାସ୍ଥଳରେ ଶହୀଦ ନଗର ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି l

Advertisement