ବିଜେଡି ଦଳରୁ ନିଲମ୍ବିତ ହେଲେ ଦୁଇ ନେତା l

16
ADVERTISEMENT

ଭୁବନେଶ୍ୱର,୧୬/୦୧(ଡ଼ି.ଏଚ ବ୍ୟୁରୋ):-ବିଜେଡି ଦଳରୁ ନିଲମ୍ବିତ ହେଲେ ଦୁଇ ନେତା l ଯାଜପୁର ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗଣେଶ୍ବର ବରାଳ ଓ ଯାଜପୁର ଜିଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ନଳୀନି ପ୍ରଭା ଜେନାଙ୍କୁ ବିଜେଡିରୁ ନିଲମ୍ବିତ କରାଯାଇଛି । ଦଳବିରୋଧୀ କାର୍ଯ୍ୟକଳାପ ଯୋଗୁଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ ବିଜେଡିରୁ ନିଲମ୍ବନ କରାଯାଇଛି ବୋଲି ବିଜେଡି ଉପସଭାପତି ପ୍ରତାପ ଜେନା ସୂଚନା ଦେଇଛନ୍ତି।

Advertisement