ବାଇକ୍ କୁ ଧକ୍କାଦେଲା ଗଞ୍ଜେଇ ଭର୍ତ୍ତି କାର୍ ।

18
ADVERTISEMENT

ଅନୁଗୁଳ,୧୪/୦୧(ଡ଼ି.ଏଚ ବ୍ୟୁରୋ):-ଅନୁଗୁଳ ଜିଲ୍ଲା କିଆକଟା ଥାନା ଶଙ୍ଖାମାଲ ନିକଟରେ ବାଇକ୍ କୁ ଧକ୍କାଦେଲା ଗଞ୍ଜେଇ ଭର୍ତ୍ତି କାର୍ ।ପୁଲିସ୍ କୁ ଦେଖି ଗଞ୍ଜେଇ ଭର୍ତ୍ତି କାର୍ ଟି ଚମ୍ପଟ ମାରିବାବେଳେ ବାଇକ୍କୁ ଧକ୍କା ଦେଇଥିଲା l ଏଥିରେ ବାଇକ୍ ଆରୋହୀ ଗୁରୁତର ହୋଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି ଥିବାବେଳେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି କାର୍ ଡ୍ରାଇଭରକୁ ଅଟକ ରଖିବା ସହ ଅଧିକ ତଦନ୍ତ ଜାରି ରଖିଛି।

Advertisement