ADVERTISEMENT
Home ଆଞ୍ଚଳିକ ୬୩ ଜଣ ମାଓବାଦୀଙ୍କ ଆତ୍ମସମର୍ପଣ ।

୬୩ ଜଣ ମାଓବାଦୀଙ୍କ ଆତ୍ମସମର୍ପଣ ।

35
ADVERTISEMENT

ମାଲକାନଗିରି ,୧୦।୦୧(ଡ଼ି.ଏଚ ବ୍ୟୁରୋ):-ମାଲକାନଗିରି ସୀମାନ୍ତ ଛତିଶଗଡ଼ର ଦାନ୍ତେୱାଡା ଜିଲ୍ଲାରେ ୬୩ ଜଣ ମାଓବାଦୀଙ୍କ ଆତ୍ମସମର୍ପଣ । ୧୮ ଜଣ ମହିଳା ଏବଂ ୪୫ ଜଣ ପୁରୁଷଙ୍କ ସମେତ ୬୩ ଜଣ ମାଓବାଦୀ ଆତ୍ମସମର୍ପଣକରିଥିବାବେଳେ ସେମାନଙ୍କ ମଧ୍ୟରୁ ୩୬ଜଣ ନକ୍ସଲଙ୍କ ଉପରେ ମୋଟ ୧.୧୯ କୋଟି ଟଙ୍କାର ପୁରସ୍କାର ଥିଲା। ଏବଂଉକ୍ତ ମାଓବାଦୀମାନେ ସୈନିକଙ୍କ ଉପରେ ଆକ୍ରମଣ ଏବଂ ଆଇଇଡି ବିସ୍ଫୋରଣ ସମେତ ଗମ୍ଭୀର ଘଟଣାରେ ଜଡିତ ଅଛନ୍ତି ।

Advertisement