ADVERTISEMENT
Home ଆଞ୍ଚଳିକ ଭିଜିଲାନ୍ସ ୧୭ଜଣ ଲାଞ୍ଚୁଆ ପୋଲିସ୍ ଅଫିସରଙ୍କୁ ଗିରଫ କରିଛନ୍ତି।

ଭିଜିଲାନ୍ସ ୧୭ଜଣ ଲାଞ୍ଚୁଆ ପୋଲିସ୍ ଅଫିସରଙ୍କୁ ଗିରଫ କରିଛନ୍ତି।

40
ADVERTISEMENT

ଭୁବନେଶ୍ୱର,୦୮/୧(ଡ଼ି.ଏଚ ବ୍ୟୁରୋ):-ରକ୍ଷକ ସାଜିଛନ୍ତି ଭକ୍ଷକ, ସରକାର ଦେଲେବି ବୁଝୁନି ମନ l ଗତ ୧୦ ମାସରେ ଭିଜିଲାନ୍ସ ଅଧିକାରୀମାନେ ୧୭ ଜଣ ଲାଞ୍ଚୁଆ ପୋଲିସ୍ ଅଫିସରଙ୍କୁ ଗିରଫ କରି ଜେଲ ପଠାଇଛନ୍ତି। ତଥାପି ବର୍ଷ ବର୍ଷ ଧରି ପୁଲିସ ବାବୁମାନଙ୍କର ରହିଥିବା ଅଭ୍ୟାସରେ ପରିବର୍ତ୍ତନ ହେଉନାହିଁ। ଅଭିଯୋଗକାରୀଠାରୁ କିଭଳି ଟଙ୍କା ଆଦାୟ ହେବ ସେ ନେଇ ବିଭିନ୍ନ ଫର୍ମୁଲା ବାହାର କରୁଛନ୍ତି।

Advertisement