ଚଳିତବର୍ଷ ଭୁବନେଶ୍ୱର ରାଜଧାନୀରେ ରେକର୍ଡ ଭାଙ୍ଗିଲା ଶୀତ ।

20
ADVERTISEMENT

ଭୁବନେଶ୍ୱର,୦୮/୧(ଡ଼ି.ଏଚ ବ୍ୟୁରୋ):-ଚଳିତବର୍ଷ ଭୁବନେଶ୍ୱର ରାଜଧାନୀରେ ରେକର୍ଡ ଭାଙ୍ଗିଲା ଶୀତ । ତାପମାତ୍ର ୯.୪ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଝାରସୁଗୁଡାରେ ୮.୮, କେନ୍ଦୁଝର ୯.୮, ବାଲେଶ୍ୱର ୧୨, ପାରାଦୀପ ୧୩.୪, ଚାନ୍ଦବାଲି ୧୩.୬, ଗୋପାଳପୁର ୧୪.୬ ଓ ପୁରୀରେ ୧୫.୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।ଏବଂ ରାଜ୍ୟକୁ ଶୁଷ୍କ ଥଣ୍ଡା ବାୟୁ ପ୍ରବେଶ କରୁଥିବାରୁ ଜାଡ଼ ବଢ଼ିବl ସହ ଆହୁରି ୩ ଦିନ ଯାଏଁ ଶୀତ ଲହରୀ ଲାଗି ରହିବ ବୋଲି ପାଣିପାଗ କେନ୍ଦ୍ରପକ୍ଷରୁ ପୂର୍ବାନୁମାନ ହୋଇଛି ।

Advertisement