ପ୍ରେମ ସଂପର୍କକୁ ନେଇ ଝିଅର ସଂପର୍କୀୟ ଭାଇକୁ ଗୁଳିମାଡ଼ ।

19
Shooting a gun in night
ADVERTISEMENT

ଗଜପତି,୦୭/୧(ଡ଼ି.ଏଚ ବ୍ୟୁରୋ):-ଗଜପତି ଜିଲ୍ଲା ଚନ୍ଦ୍ରଗିରି ଢେପାସାହିରେ ପ୍ରେମ ସଂପର୍କକୁ ନେଇ ଝିଅର ସଂପର୍କୀୟ ଭାଇକୁ ଗୁଳିମାଡ଼ । ଏହି ଘଟଣାରେ ପୋଲିସ ଅଭିଯୁକ୍ତ ଲାଜାର ପ୍ରଧାନଙ୍କୁ ଗିରଫ ଗିରଫ କରିଥିବା ବେଳେ ଅନ୍ୟ ଜଣେ ତାଙ୍କ ବଡ଼ଭାଇ ସନ୍ତୋଷ ପ୍ରଧାନ ଫେରାର ଅଛନ୍ତି । ଏଥିସହ ତା ନିକଟରୁ ଏକ ମାଉଜର ମଧ୍ୟ ଜବତ କରିଛି । ଅନ୍ୟପଟେ ପାରଳାଖେମୁଣ୍ଡିରୁ ଏକ ସାଇଣ୍ଟିଫିକ୍ ଟିମ୍ ଆସି ଘଟଣାର ତଦନ୍ତ କରୁଛି ।

Advertisement