ସାରା ରାଜ୍ୟରେ ଶୀତ ପ୍ରକୋପ ଜାରି ରହିଛି।

21
ADVERTISEMENT

ଭୁବନେଶ୍ୱର,୦୭/୧(ଡ଼ି.ଏଚ ବ୍ୟୁରୋ):-ସାରା ରାଜ୍ୟରେ ଶୀତ ପ୍ରକୋପ ଜାରି ରହିଛି। ରାଜଧାନୀ ଭୁବନେଶ୍ଵରରେ ହାଡ ଭଙ୍ଗା ଶୀତ ଜାରି ଥିବାବେଳେ ପାରଦ ୭ ଡିଗ୍ରୀ ତଳକୁ ଖସିଛି। ଏବଂ ଭୁବନେଶ୍ଵରରେ ୧୧.୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇ ଥିବାବେଳେ ଝାରସୁଗୁଡ଼ାରେ ୭.୪ ଡିଗ୍ରୀ , ବାଲେଶ୍ୱରରେ ୧୧.୨ ଡିଗ୍ରୀ, କେନ୍ଦୁଝର ୯.୨, ଚାନ୍ଦବାଲି ଓ ପାରାଦୀପରେ ୧୨.୪ ଡିଗ୍ରୀ ରେକର୍ଡ ହୋଇଛି।

Advertisement