Thursday, August 6, 2026
ADVERTISEMENT
Home ଜିଲ୍ଲା ଅନୁଗୁଳ ମହିଳାଙ୍କୁ ପଥରରେ ଛେଚି ହତ୍ୟା ।

ମହିଳାଙ୍କୁ ପଥରରେ ଛେଚି ହତ୍ୟା ।

34
ADVERTISEMENT

ଅନୁଗୋଳ,୦୭/୧(ଡ଼ି.ଏଚ ବ୍ୟୁରୋ):-ଅନୁଗୋଳ ଜିଲ୍ଲା ପାଲଲହଡ଼ା ସୁସାବନାଳି ଗାଁରେ ମହିଳାଙ୍କୁ ପଥରରେ ଛେଚି ହତ୍ୟା । ଜଣେ ବିଧବା ମହିଳାଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିବା ଅନୁମାନ କରାଯାଉଥିବାବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତିନି ଦିନ ହେବ ମହିଳା ଜଣଙ୍କ ନିଖୋଜ ଥିଲେ । ଆଜି ମହିଳାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଠାବ ହୋଇଛି ।

Advertisement