Friday, September 25, 2026
ADVERTISEMENT
Home ଜାତୀୟ ଚାରିଜଣ ଆପ୍ ବିଧାୟକକୁ ନିଲମ୍ବିତ କରିଛନ୍ତି ବାଚସ୍ପତି l

ଚାରିଜଣ ଆପ୍ ବିଧାୟକକୁ ନିଲମ୍ବିତ କରିଛନ୍ତି ବାଚସ୍ପତି l

41
ADVERTISEMENT

ନୂଆଦିଲ୍ଲୀ,୦୪/୧(ଡ଼ି.ଏଚ ବ୍ୟୁରୋ):-ଦିଲ୍ଲୀ ବିଧାନସଭାର ଶୀତକାଳୀନ ଅଧିବେଶନର ପ୍ରଥମ ଦିନରେ ବିରୋଧୀ ଦଳ ପ୍ରଦୂଷଣକୁ ନେଇ ସରକାରଙ୍କୁ ଘେରିବା ସହ ଗୃହରେ ପ୍ରବଳ ହଙ୍ଗାମା କରିଥିଲେ।ଫଳରେ ବାଚସ୍ପତି ଚାରି ଜଣ ଆପ୍ ବିଧାୟକ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ସହ ତିନି ଦିନ ପାଇଁ ନିଲମ୍ବିତ କରିଛନ୍ତି ।

Advertisement