ବାଲେଶ୍ୱର,୦୪/୧(ଡ଼ି.ଏଚ ବ୍ୟୁରୋ):-ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳରେ ସ୍ତ୍ରୀ ସାମ୍ନାରେ ସ୍ଵାମୀକୁ ଦଳି ଦେଲା ଦନ୍ତା । ଫଳରେ ଘଟଣାସ୍ଥଳରେ ସ୍ୱାମୀ ବୈରାଗୀ ଦେହୁରୀଙ୍କ ମୃତ୍ୟୁ ଘଟିଥିବେଳେ ନୀଳଗିରି ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି । ଶ୍ରୀଦେଇପୁର ଗାଁର କିଛି ଲୋକେ ସ୍ଥାନୀୟ କୁଲଡିହା ଅଭୟାରଣ୍ୟ ଅଧୀନ ଖୁମ୍କୁଟ ଜଙ୍ଗଲକୁ କାଠ ସଂଗ୍ରହ କରିବାକୁ ଯାଇଥିଲେ ।
















