ବାଲେଶ୍ୱର,୦୪/୧(ଡ଼ି.ଏଚ ବ୍ୟୁରୋ):-ବାଲେଶ୍ୱର ଜିଲ୍ଲା ନୀଳଗିରି ଅବକାରୀ ବିଭାଗ ନୀଳଗିରି ଉପଖଣ୍ଡ ଔପଦା ଥାନା ଅଞ୍ଚଳରେ ଚଢ଼ଉ କରି ୧୮୦ଗ୍ରାମ ଓଜନର ବ୍ରାଉନସୁଗାର ଜବତ କରିବା ସହ ୨ଜଣ ବ୍ରାଉନସୁଗର ବେପାରୀଙ୍କୁ ଗିରଫ କରିଛି । ଏଥିସହ ବେପାରରେ ବ୍ୟବହୃତ ଏକ ସ୍କୁଟିକୁ ଜବତ କରିଥିବାବେଳେ ଜବତ ବ୍ରାଉନସୁଗାର ଆନୁମାନିକ ମୂଲ୍ୟ ପ୍ରାୟ ୧୮ଲକ୍ଷ ଟଙ୍କା ହେବ ବୋଲି ସୂଚନା ।
















