ଶ୍ରୀଜଗନ୍ନାଥଙ୍କ ଲକ୍ଷେ ଶାକଗ୍ରାମ ଭଜନରେ ଅତ୍ୟନ୍ତ ଚିତା କର୍ଶକ ସମର୍ପିତ ନାଚ ପରିବେଷଣ ଅନୁଷ୍ଠିତ l

19
ADVERTISEMENT

ଭୁବନେଶ୍ୱର,୦୪/୧(ଲିପିକା ରାଣୀ ରାଉତ):-ଶ୍ରୀ ଜଗନ୍ନାଥଙ୍କ ଲକ୍ଷେ ଶାକଗ୍ରାମ ଭଜନରେ ଭୁବନେଶ୍ୱର ଲେଡ଼ିଜ ଫୋରମ ପକ୍ଷରୁ ଅତ୍ୟନ୍ତ ଚିତା କର୍ଶକ ସମର୍ପିତ ନାଚ ପରିବେଷଣ କରି ଥିଲେ,ଏହି ସୁନ୍ଦର ଭଜନ ଟି ସୌରଭ ଭାରଦ୍ୱାଜଙ୍କ ଦ୍ୱାରା ବୋଲାଯାଇଛି l ନୂତନ ଇଂରାଜୀ ବର୍ଷ ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନ ପକ୍ଷରୁ ଜଗତ ର କଲ୍ୟାଣ ନିମନ୍ତେ ସମୁହ ପ୍ରାର୍ଥନା ‘ସକଳେ ହୋଇ ଏକ ମୁଖ ପ୍ରାର୍ଥନା କରିବା ଶ୍ରୀଜଗନ୍ନାଥ ରଖ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l ଏହି କାର୍ଯ୍ୟକ୍ରମରେ ଓଡିଶାର କନ୍ଧମାଳ ଅନୁଗୁଳ ଢେଙ୍କାନାଳ ପୁରୀ ଭୁବନେଶ୍ୱର କଟକ ରୁ ଫୁଲବାଣୀରୁ ବହୁ ସଂଖ୍ୟାରେ ଏହି ପ୍ରାର୍ଥନା କାର୍ଯ୍ୟକ୍ରମ ରେ ଯୋଗ ଦେଇ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ଚତୁର୍ଦ୍ଧା ମୂର୍ତ୍ତି ର ଦର୍ଶନ ଏହି ମହାନ କାଯ୍ୟକ୍ରମ କୁ ସଫଳ କରାଇ ଥିଲେ l ଏହି ଶ୍ରୀଜଗନ୍ନାଥ ସଂସ୍କୃତି ଜାଗରଣ କାର୍ଯ୍ୟକ୍ରମରେ ଭୁବନେଶ୍ୱର ଲେଡ଼ିଜ ଫୋରମ ପକ୍ଷରୁ ସମର୍ପିତ ଶ୍ରୀ ଜଗନ୍ନାଥଙ୍କ ଭଜନ ନାଚ ଅନୁଷ୍ଠିତ ହୋଇ ଯାଇଛି l ଏହା ମହାପ୍ରଭୁଙ୍କ ଆଗରେ ଅତି ସୁନ୍ଦର ଭାବେ ମହିଳା ମାନେ ନାଚ ପରିବେଷଣ କରିଥିଲେ l ଏହା ଅତ୍ୟନ୍ତ ଚିତା କର୍ଶକ ନାଚ ଥିଲା ସମସ୍ତେ ଅତ୍ୟନ୍ତ ଆନନ୍ଦ ଅନୁଭବ କରି ତାଳି ମାରି ଥିଲେ ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନ ଇଣ୍ଡିଆ l

Advertisement