ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଗିରଫ ହେଲେ ମହାବିଦ୍ୟାଳୟର ପୂର୍ବତ୍ତନ ଅଧ୍ୟକ୍ଷ ଓ ସଭାପତି l

21
ADVERTISEMENT

ଯାଜପୁର,୦୩/୧(ଡ଼ି.ଏଚ ବ୍ୟୁରୋ):-ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଗିରଫ ହେଲେ ଯାଜପୁର ଜିଲା ଚିତାଳୋ ଡିଗ୍ରୀ ମହାବିଦ୍ୟାଳୟର ପୂର୍ବତ୍ତନ ଅଧ୍ୟକ୍ଷ ଅଦ୍ୱୈତ ପ୍ରସାଦ ମଲ୍ଲିକ ଓ ସଭାପତି ଶ୍ରୀ ବଦ୍ରି ନାରାୟଣ ରାୟ । ଉଭୟ ଉକ୍ତ ମହାବିଦ୍ୟାଳୟର ଛାତ୍ରୀଙ୍କ ଆତ୍ମରକ୍ଷା କାର୍ଯ୍ୟକ୍ରମ ପାଇଁ ଆସିଥିବା ୩୨ ଲକ୍ଷରୁ ଉର୍ଦ୍ଧ ଟଙ୍କା ଆତ୍ମସାତ କରି ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି ।

Advertisement