କମ୍ପୁଟର ଉପକରଣ ଚୋରି l

20
ADVERTISEMENT

ବ୍ରହ୍ମପୁର,୦୩/୧(ଡ଼ି.ଏଚ ବ୍ୟୁରୋ):-ବ୍ରହ୍ମପୁର ଗୋଳନ୍ଥରା ଥାନା ଅନ୍ତର୍ଗତ ଦାସପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମେତ ବ୍ଲକ କଲୋନୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରୁ ୨ କମ୍ପୁଟର ସେଟ, ପ୍ରିଣ୍ଟର ମେସିନ୍, ଷ୍ଟିଲ ସାମଗ୍ରୀ, ୩ ଟି ଟେବେଲଟ ମେଟ୍, ସିସିଟିଭି କ୍ୟାମେରା ସହ ହାର୍ଡଡିସ୍କ ସମେତ କେତେକ କମ୍ପୁଟର ଉପକରଣ ଚୋରି ହୋଇଛି l ଏନେଇ ଉଭୟ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀଙ୍କ ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ କରାଯାଇଛି।

Advertisement