ଭୁବନେଶ୍ୱର,୦୩/୧(ଡ଼ି.ଏଚ ବ୍ୟୁରୋ):-ରାଜ୍ୟର ନୟାଗଡ଼, ଢେଙ୍କାନାଳ, ବୌଦ୍ଧ, ପାରାଦ୍ବୀପ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଗୋପାଳପୁର, ରାଉରକେଲା, ପାରଳାଖେମୁଣ୍ଡି, କୋରାପୁଟ, ଫୁଲବାଣୀ, ଭୁବନେଶ୍ବର, ସମ୍ବଲପୁର, ଭବାନୀପାଟଣା, ଚାନ୍ଦବାଲି, ବାରିପଦା ଏବଂ ହୀରାକୁଦ ଅଞ୍ଚଳରେ ଘନ କୁହୁଡ଼ି ଦୃଶ୍ୟମାନ ଥିବାବେଳେ ପାଣିପାଗ ବିଭାଗ ପକ୍ଷରୁ ସର୍ତକର୍ତା ଜାରି କରାଯାଇଛି । ଏଥିସହ ଆସନ୍ତା ୨ଦିନ ପର୍ଯ୍ୟନ୍ତ ଆହୁରି ଅଧିକ ଶୀତ ଅନୁଭବ ହେବ ।

















