ଜେଜେଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲେ ଦୁଇ ନାତି।

23
ADVERTISEMENT

ବ୍ରହ୍ମପୁର,୦୨/୧(ଡ଼ି.ଏଚ ବ୍ୟୁରୋ):-ଗଞ୍ଜାମ ଦିଗପହଣ୍ଡି ବ୍ଲକ ଅଧିନ ଚଷାନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ପାରିବାରକ ବିବାଦରୁ ଜେଜେଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲେ ଦୁଇ ନାତି। ମୃତକ ଜେଜେ ସନ୍ୟାସୀ ଗୌଡ଼ ହୋଇଥିବାବେଳେ ଘଟଣା ପରେ ଦୁଇ ନାତି ଫେରାର୍ l ଏବଂ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଦୁଇ ନାତିଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିଛି ।

Advertisement