ବ୍ରହ୍ମପୁର,୧/୦୧(ଡ଼ି.ଏଚ ବ୍ୟୁରୋ):-ଗଞ୍ଜାମ ଜିଲ୍ଲା ଆସିକା କର୍ପୁର ନୂଆଗାଁ ନିକଟରେ ରାସ୍ତା ଉପରେ ଛିଡ଼ା ହୋଇଥିବା ଟ୍ରକକୁ ଧକ୍କା ଦେଇଥିଲା ବାଇକ୍ । ଯାହାଫଳରେ ବାଇକରେ ଥିବା ଯୁବକ ଚନ୍ଦ୍ରଶେଖର ପାତ୍ର ଛିଟ୍କି ପଡି ଗୁରୁତର ଅବସ୍ଥାରେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

















