ଭାରସାମ୍ୟ ହରାଇ ତଳକୁ ଖସିଲା ଟୁରିଷ୍ଟ ବସ୍ ।

31
ADVERTISEMENT

ବୌଦ୍ଧ,୩୧/୧୨(ଡ଼ି.ଏଚ ବ୍ୟୁରୋ):-ବୌଦ୍ଧ ଜିଲ୍ଲା ଆଦର୍ଶ ଥାନା ଅନ୍ତର୍ଗତ ୫୭ ଜାତୀୟ ରାଜପଥ ରଇଠାଣୀ-ସରସରା ରାସ୍ତାରେ ଭାରସାମ୍ୟ ହରାଇ ତଳକୁ ଖସିଲା ଟୁରିଷ୍ଟ ବସ୍ । ବସ୍ ଟି ରାସ୍ତାକଡରେ ଥିବା ଏକ ବଡ଼ ଗଛରେ ପିଟି ହୋଇ ରାସ୍ତାତଳକୁ ଖସି ପଡିବା ଫଳରେ ୩ ପର୍ଯ୍ୟଟକ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟ ୧୫ଜଣ ପର୍ଯ୍ୟଟକ ସାମାନ୍ୟ ଆହତ ହୋଇଛନ୍ତି । ଏବଂ ସମସ୍ତ ପର୍ଯ୍ୟଟକ ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରୁ ସମଲେଶ୍ଵରୀଙ୍କ ଦର୍ଶନ ପାଇଁ ଯାଉଥିଲେ ।

Advertisement