ବାଲେଶ୍ବର,୨୯/୧୨(ଡ଼ି.ଏଚ ବ୍ୟୁରୋ):- ବାଲେଶ୍ବର ଜିଲ୍ଲା ବସ୍ତା ଥାନା ୧୬ ନମ୍ବର ଜାତୀୟ ରାଜପଥ କୁନ୍ଦପୁର ନିକଟରେ ଘନ କୁହୁଡ଼ି ଯୋଗୁଁ କାର୍ ଓ ଏବଂ କଣ୍ଟେନର ମଧ୍ୟରେ ମୁହାଁମୁହିଁ ଧକ୍କା l ଏଥିରେ ଦୁଇ ଜଣ ଆହତ ହୋଇଥିବା ବେଳେ ଉଭୟ କାର ଯୋଗେ ବାଲେଶ୍ଵରରୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିଲେ । ଏବଂ ସେମାନେ ପଶ୍ଚିମବଙ୍ଗ ଅଞ୍ଚଳର ଶୁଭମ୍ ମିଶ୍ର ଓ ଆଜରୁଲ ଖାଁ ବୋଲି ସୂଚନା ।
















