Tuesday, August 25, 2026
ADVERTISEMENT
Home ଆଞ୍ଚଳିକ ଅବକାରୀ ବିଭାଗର ଚଢ଼ାଉ ବେଳେ ନକଲି ବିଦେଶୀ ମଦ କାରଖାନା ଠାବ ।

ଅବକାରୀ ବିଭାଗର ଚଢ଼ାଉ ବେଳେ ନକଲି ବିଦେଶୀ ମଦ କାରଖାନା ଠାବ ।

50
ADVERTISEMENT

କୋରାପୁଟ,୨୯/୧୨(ଡ଼ି.ଏଚ ବ୍ୟୁରୋ):-କୋରାପୁଟ ଜିଲା କୋଟପାଡ଼ ଥାନା ଅନ୍ତର୍ଗତ ବଣ୍ଡାଗୁଡ଼ାରେ କୋରାପୁଟ ଅବକାରୀ ବିଭାଗର ଚଢ଼ାଉ ବେଳେ ନକଲି ବିଦେଶୀ ମଦ କାରଖାନା ଠାବ ସହ ବିପୁଳ ପରିମାଣର ନକଲି ମଦ ଜବତ। ଦୁଇ ଜଣ ବ୍ୟକ୍ତି ବିଭିନ୍ନ ରସାୟନିକ ସାମଗ୍ରୀ ମିଶ୍ରଣ କରି ନାମୀଦାମୀ ବ୍ରାଣ୍ଡର ମଦ ପ୍ରସ୍ତୁତ କରି ବାହାରକୁ ଚାଲାଣ କରୁଥିଲେ। ଅନ୍ୟପଟେ ଉକ୍ତ କାରଖାନା ମାଲିକ ଫେରାର ଥିବାବେଳେ ଏସବୁର ମୂଲ୍ୟ ପ୍ରାୟ ୨୦ ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ।

Advertisement