Saturday, August 15, 2026
ADVERTISEMENT
Home ଆଞ୍ଚଳିକ ପୂର୍ବତନ ବିଧାୟିକା ସଞ୍ଚିତା ମହାନ୍ତିଙ୍କ ପରଲୋକ l

ପୂର୍ବତନ ବିଧାୟିକା ସଞ୍ଚିତା ମହାନ୍ତିଙ୍କ ପରଲୋକ l

78
ADVERTISEMENT

ଭୁବନେଶ୍ୱର,୨୭/୧୨(ଲିପିକା ରାଣୀ ରାଉତ):-ଶ୍ରୀ ଜଗନ୍ନାଥ ସଂସ୍କୃତି ପରିଷଦର ସଭାପତି ତଥା ଯାଜପୁରର ପୂର୍ବତନ ବିଧାୟିକା ସଞ୍ଚିତା ମହାନ୍ତିଙ୍କ ପରଲୋକ ଘଟିଛି। ଭୁବନେଶ୍ୱର ସ୍ଥିତ ବାସଭବନରେ ଆଖି ବୁଜିଲେ ସଞ୍ଚିତା।ଅନେକ ଦିନ ଧରି ଅସୁସ୍ଥ ରହି ଚିକିତ୍ସିତ ହେଉଥିଲେ। ଏହି ଅବସରରେ ଶ୍ରୀ ଜଗନ୍ନାଥ ପାଞ୍ଚରାତ୍ର ପ୍ରଚାର ସମିତି, ଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନ ଓ ଜୟ ଜଗନ୍ନାଥ ପରିବାର ପକ୍ଷରୁ ଶ୍ରୀଯୁକ୍ତ ପ୍ରଭାକର ମଲ୍ଲିକ ବୈକୁଣ୍ଠ ମହାପାତ୍ର ଡ଼ ନାରାୟଣ ମହାପାତ୍ର. ତ୍ରିଲୋଚନ ନାୟକ. ଭଗବାନ ଦାଶ ବଂଶୀଧର ନାୟକ ଅଜୟ ଦାସ ଅକ୍ଷୟ ସାହୁ ଓ ଅନ୍ୟ ମାନେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ଥିଲେ ସେ୨୦୦୪ ରୁ ୨୦୦୯ ଯାଏଁ ଯାଜପୁର ଜିଲ୍ଲା କୋରେଇର ବିଧାୟିକା ଥିଲେ।

Advertisement