Saturday, August 15, 2026
ADVERTISEMENT
Home ଆଞ୍ଚଳିକ ୩ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

୩ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

53
ADVERTISEMENT

ଭୁବନେଶ୍ବର,୨୬।୧୨(ଡ଼ି.ଏଚ ବ୍ୟୁରୋ):-୩ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କେନ୍ଦୁଝରର ପଳାଶପଙ୍ଗା ପ୍ରାଥମିକ ସମବାୟ ସମିତିରେ ଧାନକ୍ରୟ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବl ପରେ ମୁରୁସୁଆଁ ପଡିଆରେ ଜନସାଧାରଣଙ୍କୁ ସମ୍ବୋଧିତ କରିବେ ।ଏବଂ ନେଙ୍କଡାଘର ଛକ ନିକଟରେ ବିପ୍ଳବୀ ଧରଣୀଧରଙ୍କ ପ୍ରତିମୂର୍ତ୍ତି ଲୋକାର୍ପଣ କରିବା ପରେ ସାଧାରଣ ସଭାରେ ଉଦ୍ବୋଧନ ଦେବେ। ଏଥିସହ କାଳୀପଡିଆରେ ଆୟୋଜିତ ମହାଯଜ୍ଞରେ ଯୋଗଦେବେ ।

Advertisement