ADVERTISEMENT
Home ଆଞ୍ଚଳିକ ଶ୍ରୀଜଗନ୍ନାଥ ମନ୍ଦିର ରତ୍ନ ଭଣ୍ଡାର ତଦାରଖ କମିଟି ବୈଠକ ପୁରୀରେ ଅନୁଷ୍ଠିତ ହେବ।

ଶ୍ରୀଜଗନ୍ନାଥ ମନ୍ଦିର ରତ୍ନ ଭଣ୍ଡାର ତଦାରଖ କମିଟି ବୈଠକ ପୁରୀରେ ଅନୁଷ୍ଠିତ ହେବ।

59
ADVERTISEMENT

ଭୁବନେଶ୍ୱର,୨୪/୧୨(ଡ଼ି.ଏଚ ବ୍ୟୁରୋ):-ଆଗାମୀ ୨୭ ତାରିଖରେ ଶ୍ରୀଜଗନ୍ନାଥ ମନ୍ଦିର ରତ୍ନ ଭଣ୍ଡାର ତଦାରଖ କମିଟି ବୈଠକ ପୁରୀରେ ଅନୁଷ୍ଠିତ ହେବ। ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଅବସରପ୍ରାପ୍ତ ବିଚାରପତି ତଥା କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ ସେଥିରେ ଅଧ୍ୟକ୍ଷତା କରି ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ଗୁଡିକର ଗଣତି ମଣତି ପାଇଁ ସେଥିରେ ମାର୍ଗଦର୍ଶିକା ପ୍ରସ୍ତୁତ କରାଯିବ। ରାଜ୍ୟ ସରକାରଙ୍କ ଅନୁମୋଦନ ପାଇଁ ତାହାକୁ ପଠାଯିବ।

Advertisement