କଟକ,୨୧/୧୨(ଡ଼ି.ଏଚ ବ୍ୟୁରୋ):-କଟକ-ପାରାଦୀପ ରାସ୍ତା କୁଜଙ୍ଗ ବଜାର ନିକଟରେ ହାଇଓ୍ବା ଧକ୍କାରେ ଜଣେ ବାଇକ୍ ଆରୋହୀଙ୍କର ମୃତ୍ୟୁ । ଏବଂ ଅନ୍ୟ ଜଣେ ଗୁରୁତରଙ୍କୁ ଉଦ୍ଧାର କରାଯାଇ ପ୍ରଥମେ କୁଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ କଟକକୁ ସ୍ଥାନାନ୍ତର କରାଯାଇଛି । ଉଭୟ ବାଇକରେ ଘରକୁ ଫେରୁଥିବାବେଳେ ଏକ ବାଲି ବୋଝେଇ ହାଇଓ୍ବା ଗାଡ଼ି ଦୁଇ ଜଣଙ୍କୁ ଧକ୍କା ଦେଇଥିଲା ।



















