ଭିଜିଲାନ୍ସ ଜlଲରେ ଅତିରିକ୍ତ ତହସିଲଦାର ପ୍ରଦୀପ୍ତ କୁମାର ସେଠୀ l

45
ADVERTISEMENT

ଯାଜପୁର ,୨୦/୧୨(ଡ଼ି.ଏଚ ବ୍ୟୁରୋ):-ଭିଜିଲାନ୍ସ ଜlଲରେ ଯାଜପୁର ଜିଲ୍ଲା ବିଞ୍ଝାରପୁର ତହସିଲର ଅତିରିକ୍ତ ତହସିଲଦାର ପ୍ରଦୀପ୍ତ କୁମାର ସେଠୀ l ସେ ୩୦ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଅଧିକାରୀମାନେ ଘଟଣାସ୍ଥଳରୁ ତାଙ୍କୁ ଗିରଫ କରିବା ସହ ତାଙ୍କ ବାସଭବନରୁ ୨ଲକ୍ଷ ଟଙ୍କା ଜବତ କରିଛନ୍ତି।

Advertisement