ଯାଜପୁର,୧୯/୧୨(ଡ଼ି.ଏଚ ବ୍ୟୁରୋ):-ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଗୋଳେଇପୁର ପଞ୍ଚାୟତ ଖାନ୍ଦରାପୁର (ସିଙ୍ଗଡ଼ା) ଗାଁରେ ସମ୍ପତ୍ତି ପାଇଁ ଜେଜେମାଆଙ୍କୁ ହତ୍ୟା କଲା ନାତି। ପିକ୍ଅପ୍ ଗାଡି ଚଢ଼ାଇ ଜେଜେମାଆଙ୍କୁ ହତ୍ୟା କରିଥିବାବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ପିଉସୀ। ଏବଂ ଅଭିଯୁକ୍ତ ନାତି ଗାଡ଼ି ଧରି ଫେରାର ଥିବାବେଳେ ପୋଲିସର ତଦନ୍ତ ଜାରି ।

















