Thursday, August 20, 2026
ADVERTISEMENT
Home ଆଞ୍ଚଳିକ ଆଇନ୍କୁ ବେଖାତିର କରି ଗ୍ରାମରେ ବସିଲା କଙ୍ଗାରୁକୋର୍ଟ l

ଆଇନ୍କୁ ବେଖାତିର କରି ଗ୍ରାମରେ ବସିଲା କଙ୍ଗାରୁକୋର୍ଟ l

66
ADVERTISEMENT

ମୟୁରଭଞ୍ଜ,୧୯/୧୨(ଡ଼ି.ଏଚ ବ୍ୟୁରୋ):-ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷୀ ଥାନା ଅଂଚଳରେ ବିବାହିତ ମହିଳାଙ୍କ ସହ କରୁଥିଲେ ପ୍ରେମ ସଂପର୍କ ଫଳରେ ଆଇନ୍କୁ ବେଖାତିର କରି ଗ୍ରାମରେ ବସିଲା କଙ୍ଗାରୁକୋର୍ଟ l ଖବର ପାଇ ବାଙ୍ଗିରିପୋଷି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ପୁରୁଷ ଏବଂ ମହିଳାଙ୍କୁ ଉଦ୍ଧାର କରି ଥାନାକୁ ନେଇ ଆସିଥିଲେ ।

Advertisement