Saturday, August 15, 2026
ADVERTISEMENT
Home ଆଞ୍ଚଳିକ ଡ଼ ନାରାୟଣ ମହାପାତ୍ର ନେସନାଲ ପେନସନର ଡେ ଅବସରରେ ସମାଜ ସେବା ପାଇଁ ପୁରୀରେ ସମ୍ୱର୍ଦ୍ଧିତ...

ଡ଼ ନାରାୟଣ ମହାପାତ୍ର ନେସନାଲ ପେନସନର ଡେ ଅବସରରେ ସମାଜ ସେବା ପାଇଁ ପୁରୀରେ ସମ୍ୱର୍ଦ୍ଧିତ l

65
ADVERTISEMENT

ଭୁବନେଶ୍ୱର,୧୮/୧୨(ଲିପିକା ରାଣୀ ରାଉତ ):-ଆଜି ସଂସ୍କୃତ ବିଶ୍ଵ ବିଦ୍ୟାଳୟ ସଭା ଗୃହରେ ପୁରି ଠାରେ ନେସନାଲ ପେନସନର ଡେ ଅବସର ରେ ସମାଜ ସେବା ପାଇଁ ଉଲ୍ଲେଖନୀୟ ଅବଦାନ ପାଇଁ ଡ଼ ନାରାୟଣ ମହାପାତ୍ର ଙ୍କୁ ସମ୍ୱର୍ଦ୍ଧିତ କରାଯାଇଛି ସଭାପତି ପୂର୍ଣ୍ଣଚନ୍ଦ୍ର ମହାପାତ୍ର ସମ୍ପାଦକ ଗୋବିନ୍ଦ ଚନ୍ଦ୍ର ଷଡଙ୍ଗୀ ଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି ବୈଠକରେ କାନନ ବାଳା ନାୟକ ମୁଖ୍ୟ ଅତିଥି ପ୍ରଭାତ କୁମାର ମହାପାତ୍ର ,ଗୌରାଙ୍ଗ ଚରଣ ପରିଡ଼ା ମୁଖ୍ୟ ବକ୍ତା ଭାବେ ଯୋଗଦେଇ ତାଙ୍କର ଆଶ୍ରି ବଚନ ପ୍ରଦାନ କରି ଥିଲେ, ଏହି ଅବସର ରେ ଇଂ ରବିନାରାୟଣ ମହାପାତ୍ର ସୁଧାଂଶୁ ଭୂଷଣ ମହାପାତ୍ର , ବାସୁଦେବ ସାହୁ ଶ୍ରୀନିବାସ ଆଚାର୍ଯ୍ୟ ବନମାଳୀ ଷଡଙ୍ଗୀ ଜଗନ୍ନାଥ ରାୟ ପ୍ରଶାନ୍ତ କୁମାର ଦାଶ ଶଙ୍କର୍ଷଣ ମଙ୍ଗରାଜ କୃଷ୍ଣ ଚନ୍ଦ୍ର ସାହୁ ଡାକ୍ତର ବାମଦେବ ମହାନ୍ତି ଓ ଅନ୍ୟ ବରିଷ୍ଠ କର୍ମକର୍ତ୍ତା ମାନଙ୍କୁ ମଧ୍ୟ ସମ୍ୱର୍ଦ୍ଧିତ କରାଯାଇଥିଲା, ଏହି ଫୋରମ ରେ ସମାଜ ର ପ୍ରତେକ ବର୍ଗର ଲୋକ ମାନଙ୍କୁ ନେଇ ଏକ ଦୃଢ଼ ସଂଗଠନ କରାଯିବାକୁ ସ୍ଥିର କରା ଗଲା, ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନ ର ଭାରତୀ ଭୂଷଣ ପଟ୍ଟନାୟକ ସୁରେଶ ମିଶ୍ର ତ୍ରିଲୋଚନ ନାୟକ ବିଜୟ ପଣ୍ଡା ଶ୍ରୀନିବାସ ରାଓ ଚକ୍ର ଧର ମାଝୀ ପ୍ରମୁଖ ଯୋଗ ଦେଇ ଥିଲେ ସଭାପତି ଓ ସମ୍ପାଦକ ମଧ୍ୟ ସମସ୍ତଙ୍କୁ ଏକାଠି ହୋଇ କର୍ଯ୍ୟକରିବା ପାଈଁ ଆହ୍ବାନ କରି ଥିଲେ ଶେଷରେ ଉପସ୍ଥିତ ମହାନ ବ୍ୟକ୍ତିତ୍ଵ ମାନଙ୍କୁ ସଭା ଗୃହରେ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ l

Advertisement