ADVERTISEMENT
Home ଆଞ୍ଚଳିକ ପୀତବାସ ପଣ୍ଡା ହତ୍ୟା ମାମଲାରେ ଜଡିତ ପୂର୍ବତନ ବିଧାୟକ ବିକ୍ରମଙ୍କ ସମେତ ୫ ଅଭିଯୁକ୍ତଙ୍କ ଜାମିନ୍...

ପୀତବାସ ପଣ୍ଡା ହତ୍ୟା ମାମଲାରେ ଜଡିତ ପୂର୍ବତନ ବିଧାୟକ ବିକ୍ରମଙ୍କ ସମେତ ୫ ଅଭିଯୁକ୍ତଙ୍କ ଜାମିନ୍ ଖାରଜ ହୋଇଛି।

74
ADVERTISEMENT

ବ୍ରହ୍ମପୁର,୧୬/୧୨(ଡ଼ି.ଏଚ ବ୍ୟୁରୋ):-ବ୍ରହ୍ମପୁର ବହୁ ଚର୍ଚ୍ଚିତ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା ଘଟଣାରେ ଜଡିତ ଅଭିଯୁକ୍ତ ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡା, ପୂର୍ବତନ ମେୟର ଶିବ ଶଙ୍କର ଦାଶ,ଆଇନଜୀବୀ ମଦନ ମୋହନ ଦଳାଇ, ସୁନିଲ ହୋତା ଏବଂ ଶୂନ୍ୟ ଦାସ ଙ୍କ ଜାମିନ୍ ଖାରଜ ହୋଇଛି। ଅତିରିକ୍ତ ଜିଲ୍ଲା ଓ ଦୌରାଜର୍ଜ ଏମାନଙ୍କ ଜାମିନ୍ ଆବେଦନ ଖାରଜ କରିଛନ୍ତି।

Advertisement