ଛତ୍ରପୁର ଜାତୀୟ ରାଜପଥ ଏକାମ୍ର ନଗର ନିକଟରେ କାର୍ ଦୁର୍ଘଟଣା ।

45
ADVERTISEMENT

ଛତ୍ରପୁର,୧୫/୧୨(ଡ଼ି.ଏଚ ବ୍ୟୁରୋ):-ଗଞ୍ଜାମ ଜିଲ୍ଲା ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗର ନିକଟରେ କାର୍ ଦୁର୍ଘଟଣା । କୋରାପୁଟରୁ ପିକ୍ ନିକ୍ ସାରି ନିମାପଡ଼ା ଫେରୁଥିବାବେଳେ ଡ୍ରାଇଭରଙ୍କ ଆଖି ପଡ଼ିଯିବାରୁ ଜାତୀୟ ରାଜପଥକୁ ଧକ୍କା ଦେଇଥିଲା କାର୍ । ଫଳରେ ୧୩ ଜଣ ଅଳ୍ପକେ ବର୍ତ୍ତି ଯାଇ ଥିବାବେଳେ ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

Advertisement