ଗାଈଙ୍କୁ ହତ୍ୟାକରି ମାଂସ ବିକ୍ରି ଉଦ୍ୟମ ଘଟଣାରେ ୩ଗିରଫ ।

38
ADVERTISEMENT

ବ୍ରହ୍ମପୁର,୧୫/୧୨(ଡ଼ି.ଏଚ ବ୍ୟୁରୋ):-ବ୍ରହ୍ମପୁର ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗାଈଙ୍କୁ ହତ୍ୟା କରିବା ସହି ସେମାନଙ୍କ ମାଂସ ବିକ୍ରି ଉଦ୍ୟମ ଘଟଣାରେ ପୁଲିସ ୩ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଦିଗପହଣ୍ଡି ଥାନା ଅନ୍ତର୍ଗତ କୁଶପଡାର ବିଜୟ ବୀର(୩୨), ପୁରୁଣାପାଟଣା ଗ୍ରାମର ଧୋବା ନାଇକ(୬୦) ଓ ଉଆଳି ନାଇକ(୬୦) ।

Advertisement