Saturday, August 15, 2026
ADVERTISEMENT
Home ଆଞ୍ଚଳିକ ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ଥିବା ବେଳେ ୧୦ ଡିଗ୍ରୀ ତଳେ ରହିଛି ୧୬ ସହରର...

ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ଥିବା ବେଳେ ୧୦ ଡିଗ୍ରୀ ତଳେ ରହିଛି ୧୬ ସହରର ତାପମାତ୍ରା।

74
ADVERTISEMENT

ଭୁବନେଶ୍ୱର,୧୨/୧୨(ଡ଼ି.ଏଚ ବ୍ୟୁରୋ):-ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ଥିବା ବେଳେ ୧୦ ଡିଗ୍ରୀ ତଳେ ରହିଛି ୧୬ ସହରର ତାପମାତ୍ରା। ସେମିଳିଗୁଡାରେ ସର୍ବନିମ୍ନ ତାପମାତ୍ରା ୩.୫ ରେକର୍ଡ କରାଯାଇଥିବାବେଳେ ଜି.ଉଦୟଗିରିରେ ୪, ଫୁଲବାଣୀରେ ୫.୨ , ଚିପିଲିମାରେ ୬.୧ , ରାଉରକେଲାରେ ୬.୬ , ଝାରସୁଗୁଡାରେ ୬.୮ ତାପମାତ୍ରା ରହିଛି। । ସେହିପରି ଦାରିଙ୍ଗବାଡିରେ ୭, ଭବାନୀପାଟଣା ଓ ଅନୁଗୁଳରେ ୮ , କିରେଇରେ ୮.୧ ଡିଗ୍ରୀ ନବରଙ୍ଗପୁରରେ ୮.୬ , କୋରାପୁଟ ଏବଂ ବଲାଙ୍ଗୀରରେ ୯.୩ ଡିଗ୍ରୀ, କେନ୍ଦୁଝର ଓ ସୁନ୍ଦରଗଡରେ ୯.୬ , ସୋନପୁରରେ ୧୦ ଡିଗ୍ରୀ ରେକର୍ଡ ହୋଇଛି।

Advertisement