ADVERTISEMENT
Home ଆଞ୍ଚଳିକ ପୁଅର ଟଙ୍ଗିଆ ଚୋଟରେ ବାପାର ମୃତ୍ୟୁ।

ପୁଅର ଟଙ୍ଗିଆ ଚୋଟରେ ବାପାର ମୃତ୍ୟୁ।

75
ADVERTISEMENT

ରାୟଗଡ଼ା,୧୧/୧୨(ଡ଼ି.ଏଚ ବ୍ୟୁରୋ):- ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ କୈଳାସପୁର ପଞ୍ଚାୟତର ଲାଲିବା ଗାଁରେ ପୁଅର ଟଙ୍ଗିଆ ଚୋଟରେ ବାପାର ମୃତ୍ୟୁ। ବାପା ମୋବାଇଲ ପାଇଁ ଟଙ୍କା ନଦେବାରୁ ପୁଅ ଉତକ୍ଷିପ୍ତ ହୋଇ ବାପାକୁ ଏକ ଟଙ୍ଗିଆରେ ମୁଣ୍ଡ ସହ ଶରୀର ବିଭିନ୍ନ ସ୍ଥାନକୁ ହାଣି ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ମୃତ ବାପା ଭୀମ ଡାକ୍ରାକା(୫୭) ହୋଇଥିବା ବେଳେ ଚାନ୍ଦିଲି ପୁଲିସ ଅଭିଯୁକ୍ତ ପୁଅ ଉଦୟ କାଡ୍ରାକାକୁ ଗିରଫ କରିଛି।

Advertisement