ଭୁବନେଶ୍ଵର ଲୋୟର ପିଏମ୍ ଜିରେ ଆନ୍ଦୋଳନ ସ୍ଥଗିତ ।

52
ADVERTISEMENT

ଭୁବନେଶ୍ଵର,୧୦/୧୨(ଡ଼ି.ଏଚ ବ୍ୟୁରୋ):-ଆନ୍ଦୋଳନ ସ୍ଥଗିତ । ଭୁବନେଶ୍ଵର ଲୋୟର ପିଏମ୍ ଜିରେ ନିଖିଳ ଓଡ଼ିଶା ମଧ୍ୟାହ୍ନ ଭୋଜନ ପାଚକ ପାଚିକା ମହାସଂଘ ତରଫରୁ ୭ ଦଫା ଦାବି ନେଇ ଚାଲିଥିବା ବିକ୍ଷୋଭ ସମାବେଶ ସ୍ଥଗିତ ରହିଛି । ସେହିପରି ୫ ଦିନ ଧରି ଗାନ୍ଧିମାର୍ଗରେ ଆନ୍ଦୋଳନରେ ବସିଥିବା ପ୍ରାଥମିକ ଶିକ୍ଷକ ଆନ୍ଦୋଳନରୁ ହଟିଛନ୍ତି। ଏବଂ ସରକାରଙ୍କୁ ଦେଇଛନ୍ତି ୭ ଦିନର ମହଲତ ।

Advertisement