ଆସନ୍ତା ୧୨ତାରିଖରେ ବିଧାୟକ ବିକ୍ରମ ପଣ୍ଡା ସମେତ ୫ଜଣକର ଜାମିନ ଆବେଦନର ଶୁଣାଣି ହେବ ।

51
ADVERTISEMENT

ବ୍ରହ୍ମପୁର,୧୦/୧୨(ଡ଼ି.ଏଚ ବ୍ୟୁରୋ):-ପୀତବlସ ପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା, ବିଜେଡି ନେତା ମଦନ ଦଳେଇ, ସହଯୋଗୀ ଶୂନ୍ୟ ଚନ୍ଦ୍ର ଦାସ, ପୂର୍ବତନ ମେୟର ଶିବ ଶଙ୍କର ଦାଶ ଓ ସୁନୀଲ ହୋତାଙ୍କ ଜାମିନ ଆବେଦନ ଶୁଣାଣି ଶେଷ ହୋଇ ରାୟ ସଂରକ୍ଷିତ ରଖିଛନ୍ତି ଜିଲ୍ଲାଦୌରା ଜଜ୍ କୋର୍ଟ । ଆସନ୍ତା ୧୨ତାରିଖରେ ଜାମିନ ଆବେଦନର ଶୁଣାଣି ହେବ ।

Advertisement