ଆଞ୍ଚଳିକନୟାଗଡ଼ ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା ବାଇକ,୨ ଜଣଙ୍କର ମୃତ୍ୟୁ । By Dunia Halchal - December 9, 2025 42 Share FacebookTwitterPinterestWhatsApp ADVERTISEMENT ନୟାଗଡ,୦୯/୧୨(ଡ଼ି.ଏଚ ବ୍ୟୁରୋ):-ନୟାଗଡ ଜିଲ୍ଲା ଓଡଗାଁ ଥାନା ତୋରିଗାଡିଆ ନିକଟରେ ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା ବାଇକ । ଦୁର୍ଘଟଣାରେ ବାଇକ ରେ ଥିବା ୨ ଜଣଙ୍କ ର ମୃତ୍ୟୁ ଘଟିଥିବାବେଳେ ମୃତକ ଦ୍ବୟ ହେଲେ ଧଝୋଲା ଗାଁର ଫକିର ନାୟକ ଓ ରାଜେନ୍ଦ୍ର ନାୟକ । ଦୁହେଁ କାମ ସାରି ବାଇକରେ ଘରକୁ ଫେରୁଥିଲେ। Advertisement