ନାଳକୁ ଖସିପଡ଼ିଲା ଯାତ୍ରୀବାହୀ ବସ ।

40
ADVERTISEMENT

ସୁବର୍ଣ୍ଣପୁର,୨୫/୧୧(ଡ଼ି.ଏଚ ବ୍ୟୁରୋ):-ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ସିଙ୍ଗିଯୁବା ନିକଟ ଏକ ନାଳକୁ ଖସିପଡ଼ିଲା ଯାତ୍ରୀବାହୀ ବସ । ଏଥିରେ ପ୍ରାୟ ୧୮ ଜଣ ଯାତ୍ରୀ ଆହତ ହୋଇ ବିନିକା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ଥିବାବେଳେ ୩ଜଣ ଗୁରୁତରଙ୍କୁ ବୁର୍ଲା ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି। ଏବଂ ଉକ୍ତ ବସ୍ ଟି ଭୁବନେଶ୍ବରରୁ ବରଗଡ଼ ଜିଲ୍ଲାର ଦୀପ୍ତିପୁର ଯାଉଥିଲା।

Advertisement