ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ।

53
ADVERTISEMENT

ଭୁବନେଶ୍ୱର,୨୪।୧୧(ଡ଼ି.ଏଚ ବ୍ୟୁରୋ):-ରାଜଧାନୀ ଉପକଣ୍ଠ ସୁନ୍ଦରପଦା ବିରିବନ୍ଧ ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ । ଯେଉଁଥିରେ ଏକାଧିକ ଲୋକ ଆହତ ହୋଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି । ଏବଂକମିଶନରେଟ୍ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହାସହ ଏହି ବିବାଦରେ ସଂପୃକ୍ତ ଥିବା ୫ ଜଣଙ୍କୁ ଅଟକ ରଖି ଜେରା କରୁଛି ଏୟାରଫିଲ୍ଡ ଥାନା ପୋଲିସ ।

Advertisement