ନକଲି ପୋଲିସ ଅଟକ l କାର ,ଆଧାର କାର୍ଡ,ନକଲି ପ୍ରଣାମ ପତ୍ର ସହ ପୋଲିସ ପୋଷାକ ଜବତ |

50
ADVERTISEMENT

ଭୁବନେଶ୍ୱର,୨୧/୧୧(ଡ଼ି.ଏଚ ବ୍ୟୁରୋ):-ଭୁବନେଶ୍ୱର କମିଶନରେଟ ପୋଲିସ ବାଲିପାଟଣା ଥାନା ଅଞ୍ଚଳରେ ଜଣେ ନକଲି ପୋଲିସକୁ ଅଟକ ରଖିଛି | ଏବଂ ତାଙ୍କ ନିକଟରୁ ଏକ ଦାମୀ କାର , ଆଧାର କାର୍ଡ,ନକଲି ପ୍ରଣାମ ପତ୍ର ,ବିଭିନ୍ନ କାଗଜ ସହ ପୋଲିସ ପୋଷାକ, ଜୋତା ପ୍ରଭୃତି ଜବତ କରିଛି | ନକଲି ପୁଲିସ ଜଣକ ହେଲେ ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଥାନା କରଡା ବଣି ଗ୍ରାମର ତପସିନୀ ନାୟକ |

Advertisement