ନାଟକ ରାମାୟଣ ପ୍ରଦର୍ଶନ ବେଳେ ଷ୍ଟେଜ୍ ରେ ଅଶ୍ଳୀଳତା ପ୍ରଦର୍ଶନ ।

43
ADVERTISEMENT

ବ୍ରହ୍ମପୁର,୨୦/୧୧(ଡ଼ି.ଏଚ ବ୍ୟୁରୋ):-ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍ ଦିଗପହଣ୍ଡି ଥାନା ମୌଳାଭଞ୍ଜା ଗାଁରେ ପ୍ରତିଯୋଗିତାମୂଳକ ଭାବେ ଖଲ୍ଲିକୋଟ ଗାଁ ଓ ଜୁରା ଗାଁର ନାଟ୍ୟ ଅନୁଷ୍ଠାନ ପକ୍ଷରୁ ପୌରାଣିକ ନାଟକ ରାମାୟଣ ପ୍ରଦର୍ଶନ ବେଳେ ଷ୍ଟେଜ୍ ରେ ଅଶ୍ଳୀଳତା ପ୍ରଦର୍ଶନ କରାଯାଉଥିଲା । ଫଳରେ ଏହି ଅଶ୍ଳୀଳତା ପ୍ରଦର୍ଶନ ମୋବାଇଲ ରେ ଭାଇରଲ ହେବlପରେ ଏହି ମାମଲାରେ ଥାନାରେ ହାଜରେ ହେଲେ ୧୦ରୁ ଅଧିକ କଳାକାର ଓ କମିଟି ସଦସ୍ୟ ।

Advertisement