ADVERTISEMENT
Home ଆଞ୍ଚଳିକ ୨୬୪ ଗ୍ରାମ ଓଜନର ବ୍ରାଉନ ସୁଗାର ଜବତ ସହ ଦୁଇ ବେପାରୀ ଗିରଫ ।

୨୬୪ ଗ୍ରାମ ଓଜନର ବ୍ରାଉନ ସୁଗାର ଜବତ ସହ ଦୁଇ ବେପାରୀ ଗିରଫ ।

62
ADVERTISEMENT

ଭୁବନେଶ୍ଵର ,୨୦/୧୧(ଡ଼ି.ଏଚ ବ୍ୟୁରୋ):-ଭୁବନେଶ୍ଵର କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ ପକ୍ଷରୁ ଧଉଳି ଶାନ୍ତିସ୍ତୁପ ତଳୁ ୨୬୪ ଗ୍ରାମ ଓଜନର ବ୍ରାଉନସୁଗାର ଜବତ ଜବତ ସହ ଏଥିରେ ସମ୍ପୃକ୍ତ ଥିବା ଦୁଇ ବ୍ରାଉନ ସୁଗାର ବେପାରୀ ଗିରଫ ।ଏବଂ ଜବତ ବ୍ରାଉନସୁଗାରର ମୂଲ୍ୟ ୨୭ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଥିବାବେଳେ ୨ ଅଭିଯୁକ୍ତ ହେଲେ ପ୍ରଦୀପ କୁମାର ପାତ୍ର ଏବଂ ମହମଦ ସହନୱାଜ ହୁସେନ ।

Advertisement