ADVERTISEMENT
Home ଆଞ୍ଚଳିକ ମାଓବାଦୀମାନଙ୍କୁ ଅସ୍ତ୍ର ଛାଡି ଆତ୍ମସମର୍ପଣ କରିବା ପାଇଁ ଅପିଲ୍ କରିଛନ୍ତି ।

ମାଓବାଦୀମାନଙ୍କୁ ଅସ୍ତ୍ର ଛାଡି ଆତ୍ମସମର୍ପଣ କରିବା ପାଇଁ ଅପିଲ୍ କରିଛନ୍ତି ।

60
ADVERTISEMENT

ମାଲକାନଗିରି,୨୦/୧୧(ଡ଼ି.ଏଚ ବ୍ୟୁରୋ):-ଆତ୍ମସମର୍ପଣ କରିଥିବା ଟପ୍ ମାଓନେତା ଭୂପତି ଏକ ଭିଡ଼ିଓ ଜାରି କରି ମାଓବାଦୀମାନଙ୍କୁ ଅସ୍ତ୍ର ଛାଡି ଆତ୍ମସମର୍ପଣ କରିବା ପାଇଁ ଅପିଲ୍ କରିଛନ୍ତି । ଏବଂ କହିଛନ୍ତି ଯେ ଲୋକଙ୍କ ସମସ୍ୟାର ସମାଧାନ ସମ୍ବିଧାନ ଜରିଆରେ ହୋଇପାରିବ । ଏବେ ସମୟ ବଦଳିଛି, ଦେଶ ବଦଳିଛି, ପରିସ୍ଥିତି ମଧ୍ୟ ବଦଳୁଛି । ସମ୍ବିଧାନ ଅନୁସାରେ କାମ କରିବାକୁ ହେବ, ଏହା ଏକମାତ୍ର ବିକଳ୍ପ ।

Advertisement