Saturday, August 15, 2026
ADVERTISEMENT
Home ଆଞ୍ଚଳିକ ରାଜ୍ୟର ଆସନ୍ତା ୩ଦିନ ମଧ୍ୟରେ ରାତି ତାପମାତ୍ରା ୨ରୁ ୩ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବା ସମ୍ଭାବନା ରହିଛି।

ରାଜ୍ୟର ଆସନ୍ତା ୩ଦିନ ମଧ୍ୟରେ ରାତି ତାପମାତ୍ରା ୨ରୁ ୩ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବା ସମ୍ଭାବନା ରହିଛି।

64
ADVERTISEMENT

ଭୁବନେଶ୍ୱର,୧୯।୧୧(ଡ଼ି.ଏଚ ବ୍ୟୁରୋ):-ରାଜ୍ୟର ଆସନ୍ତା ୩ଦିନ ମଧ୍ୟରେ ରାତି ତାପମାତ୍ରା ୨ରୁ ୩ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବା ସମ୍ଭାବନା ରହିଛି। ଫଳରେ ଗତ ୨୪ ଘଣ୍ଟାମଧ୍ୟରେ ଦାରିଙ୍ଗବାଡ଼ି ଏବଂ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୮ଡିଗ୍ରୀ ଲେଖାଏଁ ଥିବାବେଳେ ଅନୁଗୋଳରେ ୯.୮, ଝାରସୁଗୁଡାରେ ୧୦.୧, ଭବାନୀପାଟଣାରେ ୧୦.୪, ନବରଙ୍ଗପୁରରେ ୧୧, ରାଉରକେଲାରେ ୧୧.୫, କୋରାପୁଟରେ ୧୧.୫, ବଲାଙ୍ଗିରରେ ୧୧.୮, ହୀରାକୁଦରେ ୧୪.୮, ସୁନ୍ଦରଗଡ଼ରେ ୧୨, କେନ୍ଦୁଝରରେ ୧୨.୬, ଢେଙ୍କାନାଳରେ ୧୩, ବରଗଡ଼ରେ ୧୪.୪, କଟକରେ ୧୪ ଏବଂ ଭୁବନେଶ୍ବରରେ ୧୪.୧ ଡିଗ୍ରୀ ରହିଛି।

Advertisement